Home / ମୁଖ୍ୟ ଖବର / ଏଲ ଓଡ଼ିଶା ବ୍ରାହ୍ମଣ ମହାସଭା ଓ ଶ୍ରୀ ଜଗନ୍ନାଥଧାମ ବ୍ରାହ୍ମଣ ମହାସଭା

ଏଲ ଓଡ଼ିଶା ବ୍ରାହ୍ମଣ ମହାସଭା ଓ ଶ୍ରୀ ଜଗନ୍ନାଥଧାମ ବ୍ରାହ୍ମଣ ମହାସଭା

ଏଲ ଓଡ଼ିଶା ବ୍ରାହ୍ମଣ ମହାସଭା ଓ ଶ୍ରୀ ଜଗନ୍ନାଥଧାମ ବ୍ରାହ୍ମଣ ମହାସଭା ,ଆନୁକୁଲ୍ୟ ରେ ସୁନ୍ଦର ଦାସ ମଠ ପ୍ରାଙ୍ଗଣ ରେ, “Voice of brahmin”ବ୍ରାହ୍ମଣ ଙ୍କ ସ୍ଵର ସମ୍ବନ୍ଧୀୟ ଆଲୋଚନା ଚକ୍ର।ଶ୍ରୀଯୁକ୍ତ ବିନୋଦ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଲ ଓଡ଼ିଶା ବ୍ରାହ୍ମଣ ମହାସଭା ର ସଭାପତି ମହନ୍ତ ଡକ୍ତର ପର୍ଶୁରାମ ଦାସ ସଭାକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ଦେବନ୍ନ ଲାଲ ଶର୍ମା ଚେୟାରମେନ ଏଲ ଇଣ୍ଡିଆ ବ୍ରାହ୍ମଣ ମହାସଭା ଓ ବିଶିଷ୍ଟଅତିଥି, ଭାବେ ଡକ୍ତର ବଳରାମ ଦାଶ , ବିଶ୍ୱଶାନ୍ତି ତ୍ରିପାଠୀ, ସମ୍ମାନୀତ ଅତିଥି ଇନ୍ଦ୍ର ପାଲ ଶର୍ମା ନରେଶ ଶର୍ମା ମୁଖ୍ୟ ବକ୍ତା ଭାବେ ବ୍ରହ୍ମଚାରୀ ହରିଚରଣ ଦାଶ ସମ୍ପାଦକ, ଏଲ ଓଡ଼ିଶା ବ୍ରାହ୍ମଣ

ମହାସଭା ଯୋଗଦେଇ କହିଥିଲେ ଯେ ବ୍ରାହ୍ମଣ ମାନେ ସମାଜ ର ମେରୁଦଣ୍ଡ ।ବ୍ରାହ୍ମଣ ମାନଙ୍କ ବାକ୍ୟ ସମାଜ ର କଲ୍ୟାଣ ସାଧନ ହୁଏ। ବ୍ରାହ୍ମଣ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା ପ୍ରାରମ୍ଭ ରେ ଶ୍ରୀ ଜଗନ୍ନାଥ ଧାମ ବ୍ରାହ୍ମଣ ମହାସଭା ସମ୍ପାଦକ ଅତିଥି ପରିଚୟ ,ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଭାରତ ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଏଲ ଇଣ୍ଡିଆ ବ୍ରାହ୍ମଣ ମହାସଭା ର ପଦାଧିକାରୀ ମାନକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ସୋନପୁର ରେ ବ୍ରାହ୍ମଣ ମାନକୁ ଅସମ୍ମାନିତ କରିଥିବା ବ୍ୟକ୍ତି ବିଶେଷ କୁ ନିନ୍ଦା କରା ଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଯୋଗେଶ୍ୱର ପ୍ରହରାଜ ରାଜେନ୍ଦ୍ର ପ୍ରସାଦ ଦିଲ୍ଲୀ, ମଥୁରା ,ବୃନ୍ଦାବନ ଆଲାହାବାଦ ,ଗୁଜୁରାଟ ଆଦି ବିଭିନ୍ନ ପ୍ରାନ୍ତ ର ବ୍ରାହ୍ମଣ ମହାସଭା ର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ବ୍ରାହ୍ମଣ କଲ୍ୟାଣ ନିମିତ୍ତ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply