Home / ମୁଖ୍ୟ ଖବର

ମୁଖ୍ୟ ଖବର

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସାଧୁତାର ଶପଥପାଠ ସାକ୍ଷୀଗୋପାଳ, ୨୬/୧୦: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଅପରାହ୍ଣରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋ...

ସାକ୍ଷୀଗୋପାଳ, ୨୬ ଅକ୍ଟୋବର (ବ୍ୟୁରୋ): ପଶ୍ଚିମ ସତ୍ୟବାଦୀ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଅଳଗୁମର ଶ୍ରୀ ଗତିଶ୍ୱର ଦେବଙ୍କ ମନ୍ଦିରରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ କାର୍ତ୍ତିକ ମେଳାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଁଳା ନବମୀଠାରୁ କାର୍...

ସତ୍ୟବାଦୀ, ୨୬ ଅକ୍ଟୋବର: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ଗ୍ରାମରେ ବୀରରାମଚନ୍ଦ୍ରପୁର ଯୁବକ ସଂଘର ୧୧୮ତମ ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଛି। ଏହି ଅବସରରେ ଗ୍ରାମର ବିକାଶ, ଅଧୁରା ଉନ୍ନୟନମୂଳକ ...

ସାକ୍ଷୀଗୋପାଳ, ୨୬ ଅକ୍ଟୋବର (ବ୍ୟୁରୋ): ଆଗକୁ ଆସୁଥିବା କାଳୀପୂଜାକୁ ଦୃଷ୍ଟିରେ ରଖି ନିଶାମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେଇଛି ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଶାସନ। ମା’ ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ଶକ୍ତିପୀଠର ପବିତ୍ରତା ରକ୍ଷା ସହ ...

ସାକ୍ଷୀଗୋପାଳ, ୨୬ ଅକ୍ଟୋବର (ବ୍ୟୁରୋ): ଅଁଳାନବମୀ ଓ ବଡ଼ଏକାଦଶୀ ଯାତ୍ରାକୁ ଶୃଙ୍ଖଳିତ କରିବା ସହ ଭକ୍ତଙ୍କ ଯାତାୟାତକୁ ସହଜ କରିବା ଲକ୍ଷ୍ୟରେ ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଜବରଦଖଲ ହଟାଇବା କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ସୋମବାର ସକାଳରୁ...

ସତ୍ୟବାଦୀ- ୨୬ ଅକ୍ଟୋବର: ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳର ଦୁଗଲ ଗ୍ରାମରେ ଘରେ ପଶି ଟଙ୍କା ଓ କଂସା ବାସନ ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଦୁଗଲ ପ୍ରଧାନ ସାହିର କୁଳମଣି ଖଟେଇ...

ପୁରୀ ୨୬/୧୦ ପୁରୀ ଜିଲ୍ଲା ବଳଙ୍ଗାର ସୁନା ଝିଅ ମେହେକ ନସରିନ,ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ, ରାଜସ୍ଥାନ ର ଜୟପୁର ଠାରେଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଷଷ୍ଠ ଓପେନ ଅଥଲେଟିକ ୨୩ ବର୍ଷ ରୁ କମ ବର୍ଗ ର ଚାମ୍ପିୟନସିପ...

ପୁରୀ ୨୬/୧୦ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିବା ୧୧ ଘଟିକା ସମୟରେ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ...

ପୁରୀ ୨୫/୧୦ ଚଳିତ ବର୍ଷ ର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଚଳିତ ମାସ ୨୬ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି।ଏହି ଅବସରରେ ଆଜି ପୂର୍ବାହ୍ନ ରୁ ବିଭିନ୍ନ ଜିଲ୍ଲା ରୁ ମା ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚ...

ପୁରୀ, ୨୩/୧୦: ଶ୍ରୀକ୍ଷେତ୍ରର ସାଂସ୍କୃତିକ ପରମ୍ପରାକୁ ନୂଆ ପରିଚୟ ଦେବା ସହ ଜାତୀୟସ୍ତରରେ କଳା ଓ ସଂସ୍କୃତିର ଆଦାନପ୍ରଦାନ ଲକ୍ଷ୍ୟରେ ଶ୍ରୀକ୍ଷେତ୍ର ୟୁଥ୍ କଲଚରାଲ୍ ଆସୋସିଏସନ୍ (ଏସ୍‌ୱାଇସିଏ) ପକ୍ଷରୁ ଆୟୋଜିତ ହେବ ୪୭ତମ କୁମାର ଉତ୍ସବ-୨୦୨୬...