Home / ମୁଖ୍ୟ ଖବର

ମୁଖ୍ୟ ଖବର

baula

ସତ୍ୟବାଦୀ: ତା ୧୭.୮.୨୪ – (ଶାଶ୍ଵତ ଟିଭି) – ଆଜି ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ,ପୁରୀ ଆନୁକୂଲ୍ୟରେ ଏକ ଅଭିନବ ପ୍ରୟାସ ଦ୍ବାରା ସାକ୍ଷୀଗୋପାଳ ସ୍ଥିତ ସତ୍ଯବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାଳୟରେ  ବଉଳ ଚାରା...

sainik

ସତ୍ୟବାଦୀ: ୧୫.୮.୨୪-(ଶାଶ୍ଵତ ଟିଭି) – ଦେଶ ପାଳୁଛି ୭୮ ତମ ସ୍ବାଧିନତା ଦିବସ ଏହି ଅବସରରେ ସତ୍ୟବାଦୀ ରେ ଅବସରପ୍ରାପ୍ତ ସୈନିକ ଦିପକ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଯାଇଛି ତ୍ରୀରଙ୍ଗା ଯାତ୍ରା। ଗଡବଳରାମପୁର ପଞ୍ଚା...

aug15

କାକଟପୁର (ତୁଷାର ଦୀକ୍ଷିତ ) ତା ୧୫/୮, ପୁରୀଜିଲ୍ଲା କାକଟପୁର ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୮ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଆଜି ସକାଳ ୭ ଘଟିକା ସମୟରେ କାକଟପୁର ଉଚ୍ଚ ବିଦ୍ୟାଳୟ, କାକଟପୁର ନୋ...

sikhya

ତା ୧୩/୧୦ | କଟକ – ପ୍ରାଣୀଧନ ବିଭାଗ ପୂର୍ବତନ ନିର୍ଦ୍ଦେଶକ ତଥା ସୁସାହିତ୍ଯିକ ଡା ଲକ୍ଷ୍ମଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ କଟକ ମହାନଦୀ ବିହାରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ପତ୍ରିକା &...

nikhoj

କାକଟପୁର ୮/୮,-( ତୁଷାର ଦୀକ୍ଷିତ )- ମଙ୍ଗଳବାର ସନ୍ଧ୍ୟା ସମୟ ରେ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଏଡବାଂଶ ଗ୍ରାମ ର ଶରତ କୁମାର ସେନାପତି ଙ୍କ ୨୫ ବର୍ଷୀୟ ପୁଅ ଆଶୀଷ କୁମାର ସେନାପତି ନଦୀ କୂଳ କୁ ଶୌଚ ପାଇଁ ଯାଇଥିଲେ ଆଉ ଫେରିନଥିଲେ, ଏହି ...

nikhoj

କାକଟପୁର – ୭/୮/2024- (ତୁଷାର ଦୀକ୍ଷିତ ),- ପ୍ରାୟତଃ ପ୍ରତ୍ୟେକ ବର୍ଷ ଅସ୍ତରଙ୍ଗ ଦେବୀ ନଦୀ ରେ ଅନେକ ବ୍ୟକ୍ତି ନିଖୋଜ ହେଉଛନ୍ତି, ଏହିଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଏଡବାଂଶ ଗ୍ରାମ ରେ, ଏହି ଗ୍ର...

ganesh

କାକଟପୁର-ତା ୬/୮/୨୦୨୪-(ତୁଷାର ଦୀକ୍ଷିତ ), କାକଟପୁର ଗଣେଷ ବଜାରର ବିଶିଷ୍ଟ ମିଷ୍ଟାନ୍ନ ବ୍ୟବସାୟୀ ନୃସିଂହ ଚରଣ ନାୟକଙ୍କ ଆଜି ସକାଳ ୭ ଘଟିକା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି l ଆଜି ସକାଳ ୭ ଘଟିକା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ ...

gobardhan

ପୁରୀ: ତା ୫.୮.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ – ପୁରୀ ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଗୋବର୍ଦ୍ଧନ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ୟ ମହାର...

satyabadi

ସାକ୍ଷୀଗୋପାଳ: ତା ୫.୮.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ – ପୁଣ୍ୟପୀଠ ସତ୍ୟବାଦୀ ର ଶ୍ରୀରାମଚନ୍ଦ୍ରପୁର ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ହରିହର ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ମହାସମାରୋହରେ ଓଡିଆ ଜାତିର ଗର୍ବ ଓ ଗ...

phatua

କାକଟପୁର -,୧/୮/୨୦୨୪ -(ତୁଷାର ଦୀକ୍ଷିତ )- ଗାଈ ହେଉଛି ଭାରତ ବର୍ଷ ର ଏକ ପ୍ରମୁଖ ଗୃହପାଳିତ ପଶୁ ସମ୍ପଦ, ଗାଈ ପରିବେଶ ପାଇଁ ଯେତିକି ଆବଶ୍ୟକ ସେତିକି ମଧ୍ୟ ସଭ୍ୟତା ପାଇଁ, ହିନ୍ଦୁଧର୍ମ ରେ ଗାଈ କୁ ଗୋମାତା ରୂପେ ପୂଜା କରାଯାଏ, କିନ୍ତୁ ଗା...