Home / ମୁଖ୍ୟ ଖବର / ନୟାଗଡ଼ରେ ସ୍ବଚ୍ଛତା ପଖଓଡା ତଥା ‘ ସେବା ପକ୍ଷ ‘ କାର୍ଯକ୍ରମ ଅନୁଷ୍ଠିତ।

ନୟାଗଡ଼ରେ ସ୍ବଚ୍ଛତା ପଖଓଡା ତଥା ‘ ସେବା ପକ୍ଷ ‘ କାର୍ଯକ୍ରମ ଅନୁଷ୍ଠିତ।

ନୟାଗଡ, ତା-୨୭.୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ତରଫରୁ ତଥା ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ସ୍ୱଚ୍ଛତା ପଖୱାଡା ତଥା ସେବା ପକ୍ଷ ” କାର୍ଯ୍ୟକ୍ରମ ନୟାଗଡ ସ୍ଥିତ “ସମର୍ପଣ ” ବୃଦ୍ଧାଶ୍ରମରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଶ୍ରମର ପ୍ରାୟ ଚାଳିଶ ଜଣ ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ଚୁମ୍ବକ ଚିକିତ୍ସା , ଆକ୍ୟୁ ପ୍ରେସର , ସୁଯୋଗ ,

ପ୍ରାକୃତିକ ଚିକିତ୍ସା , ଯୋଗ, ଆସନ ଭଳି ଭାରତୀୟ ବୈକଲ୍ପିକ ଚିକିତ୍ସା ଯୋଗାଇ ଦିଆଯାଇଛି l ଏଥିରେ “ସୋହମ୍” ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ଶ୍ରୀଯୁକ୍ତ ସୁବ୍ରତ କୁମାର ଜୟସିଂ , ବିଶ୍ୱ ରଞ୍ଜନ ପଟ୍ଟନାୟକ, ଆଶ୍ରମର ଶ୍ରୀମତୀ ସରସ୍ୱତୀ ସାହୁ , ସୀତାରାମ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply