ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ୭୨ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ପର୍ଯ୍ୟନ୍ତ ୧୫ଦିନ ଧରି ‘ସେବାପକ୍ଷ’ ପାଳନ କରାଯାଉଛି। ଏହି ଅବସରରେ କଣାସ ବ୍ଲକ ଅନ୍ତର୍ଗତ ବକୁ ପଞ୍ଚାୟତରେ ବୃକ୍ଷ ରୋପଣ କରାଯଇଥିଲା | ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ଦଳର ବରିଷ୍ଠ ନେତା ଲଷ୍ମୀଧର ଜଗଦେବ ସାହୁପଡ଼ା ମଣ୍ଡଳ ସଭାପତି ଅଜୟ ପ୍ରଧାନ କଣାସ ମଣ୍ଡଳ ସଭାପତି ଭଗଵାନ ସୁବୁଦ୍ଧି, କରୁଣା କର ଜେନା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ୭୨ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ପର୍ଯ୍ୟନ୍ତ ୧୫ଦିନ ଧରି ‘ସେବାପକ୍ଷ’ ପାଳନ କରାଯାଉଛି।











