Home / ଭିଡିଓ ଖବର / ମୋଦିଜି ୭୨ ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଲେ ସିଲଭର ଗାନ୍ଧି

ମୋଦିଜି ୭୨ ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଲେ ସିଲଭର ଗାନ୍ଧି

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସିଲଭର ଗାନ୍ଧି। ସେ ମୋଦୀଙ୍କର ୭୨ତମ ଜନ୍ମଦିବସରେ ୭୨ କିମି ପଦଯାତ୍ରା କରିଛନ୍ତି । ଉତ୍ତରାଖଣ୍ଡରେ କେଦାରନାଥରେ ସିଲଭର ଗାନ୍ଧି ଏହି ଦୀର୍ଘ ପଥକୁ ପାଦରେ ଚାଲି ଚାଲି ସମାପ୍ତ କରିଛନ୍ତି । ସିଲଭର ଗାନ୍ଧିଙ୍କର ଏହି ଅଭିନବ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଏହି ଅବସରରେ ସେ କହିଛନ୍ତି ‘ହାପି ବାର୍ଥ ଡେ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦୀ ଜୀ । ଆପ୍ କୋ ବହତ୍ ବହତ୍ ବଧାଈ । ଆପ କୀ ତବ୍ୟତ୍ ହମେଶା ଅଚ୍ଛା ରହେ । ସ୍ୱଚ୍ଛ ଭାରତ, ସୁନ୍ଦର ଭାରତ, ଶ୍ରେଷ୍ଠ ଭାରତ ।’

SPREAD YOUR LOVE WITH YOUR FRIENDS AND FAMILY

Leave a Reply