Home / ରାଜନୀତି / ଜାରି ହେଲା ନବ ନିଯୁକ୍ତ କଂଗ୍ରେସ ଓବିସି ବିଭାଗ ଅଦକ୍ଷ ପ୍ରେସ ଇସ୍ତାହାର

ଜାରି ହେଲା ନବ ନିଯୁକ୍ତ କଂଗ୍ରେସ ଓବିସି ବିଭାଗ ଅଦକ୍ଷ ପ୍ରେସ ଇସ୍ତାହାର

congress

ପୁରୀ – ରାଷ୍ଟ୍ରୀୟ କଂଗ୍ରେସ ଦଳ ଓବିସି ବିଭାଗ ପ୍ରତି ଯୋଉ ମନୋଭାବ ନେଇ କେନ୍ଦ୍ର ରେ ସରକାର ଗଢିବା ନିମନ୍ତେ ଓବିସି ବିଭାଗ କୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି | ଏହାକୁ ଦେଖି ଅନ୍ୟ ରାଷ୍ଟ୍ରୀୟ ଦଳ ମାନେ ଏହି ବିଭାଗ କୁ ମଜବୁତ କରିବାକୁ ଚିନ୍ତା ପ୍ରକଟ କରିବା ସହ କାର୍ଯ୍ୟକାରୀ କଲେଣି | ଇତି ମଧ୍ୟରେ ରାଷ୍ଟ୍ରୀୟ କଂଗ୍ରେସ ଦଳର ସଭାପତି ମାଲିକ ଅର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଙ୍କ ଅନୁମତି କ୍ରମେ ରାଷ୍ଟ୍ରୀୟ ଓବିସି ବିଭାଗ ର ସଭାପତି କ୍ୟାପଟେନ ଅଜୟ ସିଂ ଯାଦବ ଓ ଓଡିଶା ରାଜ୍ୟ ଓବିସି ବିଭାଗ ସଭାପତି ବିଜୟାନନ୍ଦ ଚାଉଳିଆ ଙ୍କ ଅନୁମୋଦନ କ୍ରମେ ପୁରୀ ଜ଼ିଲ୍ଲା ର ଦକ୍ଷ ଓବିସି ବିଭାଗ ର ଅଧକ୍ଷ ରଶ୍ମୀକାନ୍ତ ସାହୁ ଙ୍କୁ ଚୟନ କରାଯାଇଛି | ପୁରୀ ଜ଼ିଲ୍ଲା କଂଗ୍ରେସ ସହ ଯୁବ କଂଗ୍ରେସ,ମହିଳା କଂଗ୍ରେସ, ସେବା ଦଳ ଓ ଛାତ୍ର କଂଗ୍ରେସ ରଶ୍ମୀକାନ୍ତ ସାହୁ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ନବ ନିଯୁକ୍ତ ଓବିସି ବିଭାଗ ପୁରୀ ଜ଼ିଲ୍ଲା ଅଦକ୍ଷ ଅନୁଯାଇ ରଶ୍ମୀକାନ୍ତ ସାହୁ କହିଛନ୍ତି କଂଗ୍ରେସ ଦଳ ମୋତେ ଯୋଉ ଗୁରୁ ଦାଇତ୍ୱ ପ୍ରଦାନ କରିଛି ଏହାକୁ ନେଇ ଆଗାମୀ ଦିନରେ ପୁରୀ ଜ଼ିଲ୍ଲା ସ୍ତରରେ କଂଗ୍ରେସ କୁ ମଜବୁତ କରିବା ସହ ଜନସାଧାରଣ ଙ୍କ ହକ ପାଇଁ ଶତନ୍ତ୍ର ଲଢେଇ ର ରଣପନ୍ଥା ପ୍ରସ୍ତ୍ରୁତି ହେବ | ବିଜେଡି ଓ ବିଜେପି ର ଏହି ଭାଇ ଭାଇ ସରକାର ବିରୋଧରେ ଜୋରଦାର ଲଢେଇ ହବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply