Home / ମୁଖ୍ୟ ଖବର / ନୟାଗଡ଼ ଜିଲ୍ଲା କଳା ପରିଷଦ ରାଶି ସ୍ବଗୃହ ଭୂମି ଭିତ୍ତିପ୍ରସ୍ତର ସ୍ଥାପନ।

ନୟାଗଡ଼ ଜିଲ୍ଲା କଳା ପରିଷଦ ରାଶି ସ୍ବଗୃହ ଭୂମି ଭିତ୍ତିପ୍ରସ୍ତର ସ୍ଥାପନ।

portalnewsthumbnail

ନୟାଗଡ଼, ତା- ୧୪.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲା କଳାପରିଷଦ ରାଶିସ୍ବଗୃହ ଭୂମି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ରାଜ୍ୟପାଳ ପୁରସ୍କୃତ, ସ୍ଵାସ୍ଥ୍ୟ, ଶିକ୍ଷାଦାତା ଶ୍ରୀ ବଂଶୀଧର ସାହୁ ଓ ତାଙ୍କ ସହ ଧର୍ମିଣୀଙ୍କ କରକମଳରେ ଭିତ୍ତି ଭୂମି ସ୍ଥାପନା କରାଗଲା। ଏଠାରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରଭାସିନୀ ନନ୍ଦଙ୍କ ସହିତ, ବିପିନ କୁମାର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବକିଶୋର ସାହୁ, କଲ୍ୟାଣୀ ସାହୁ, ଶିଶୁ ଗୃହ ଓ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସହିତ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶ୍ରୀ ବଂଶୀଧର ସାହୁଙ୍କର ଏଭଳି ଅଭିନବ କାର୍ଯ୍ୟକୁ ଜ଼ିଲ୍ଲାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply