Home / ମୁଖ୍ୟ ଖବର / ଆଲୋଚନା ଚକ୍ର ‘ ର ଶୀର୍ଷକ – “ଶାନ୍ତି ନିକେତନ ସ୍କୁଲ ଅଫ ଆର୍ଟ

ଆଲୋଚନା ଚକ୍ର ‘ ର ଶୀର୍ଷକ – “ଶାନ୍ତି ନିକେତନ ସ୍କୁଲ ଅଫ ଆର୍ଟ

whatsapp image 2026 02 18 at 9.25.58 pm

ପୁରୀ, ଫେବୃଆରୀ ୧୮: ଆଜି ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ଓଡ଼ିଶା ର ପ୍ରଥମ କଳା ଇତିହାସ ବିଭାଗର ବିଶିଷ୍ଟ ଐତିହାସିକ ଓ ଗବେଷକ ଗୁରୁଜୀ ଡ. ଅଲେଖ ଚରଣ ସାହୁ ଙ୍କ ଦ୍ଵାରା ଆଲୋଚନା ଚକ୍ର ‘ ର ଶୀର୍ଷକ – “ଶାନ୍ତି ନିକେତନ ସ୍କୁଲ ଅଫ ଆର୍ଟ “ଆଲୋଚନା ହୋଇଥିଲା ଓ ଏଥିରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କଳା ମହାବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ହୋଇଥିଲା ।କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର. ଦୁର୍ଗାମାଧବ କର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଗୁରୁଜୀଙ୍କର ସୁଗୁଣ କୁ ବଖାଣିଥିଲେ ଏବଂ ଏଥିରେ ଚିତ୍ର କଳା ବିଭାଗ ର ଅଧ୍ୟାପକ ଉଦ୍ଧବ ନାୟକ,ବାଣିଜ୍ୟ କଳା ବିଭାଗର ଅଧ୍ୟାପକ ଅନନ୍ତ ପ୍ରଧାନ,ଇଂରାଜୀ ଅଧ୍ୟାପିକା ତୃପ୍ତି ରେଖା ମିଶ୍ର ଓ ଶୁଭସ୍ମିତା କର ଉପସ୍ଥିତ ଥିଲେ ଓ ପରିଶେଷରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର .ଦୁର୍ଗାମାଧବ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply