ସାକ୍ଷୀଗୋପାଳ: ତା ୧୭.୪.୨୪ – (ଶାଶ୍ଵତ ଟିଭି) – ସାକ୍ଷୀଗୋପାଳରେ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି ଶ୍ରୀରାମ ଜନ୍ମ ମହୋତ୍ସବ ୨୦୨୪। ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ରାମ ମନ୍ଦିରରେ ରାମଜନ୍ମତ୍ସବ ପାଳନ ଅବସରରେ ଶ୍ରୀର...
ସତ୍ୟବାଦୀ: ୧୬.୪.୨୪ (ଶାଶ୍ଵତ ଟିଭି)- ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ସତ୍ୟବାଦୀ ଆଇନଜୀବୀ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ। ନୂତନ ଭାବେ ମନୋନୀତ ହୋଇଥିବା ସଭ୍ୟମାନଙ୍କ ମଧ୍ୟରେ ସଭାପତ...
ସତ୍ୟବାଦୀ : ତା ୧୮.୪.୨୪ (ଶାଶ୍ଵତ ଟିଭି) – ଆଜି ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟବାଦୀ ବିଧାନ ସଭା ଆସନ ପାଇଁ ମନୋଜ ରଥ ଙ୍କ ନାମକୁ ଘୋଷଣା କରାଯାଇଛି। ଗତ ୧୫ ତାରିଖରେ ଶ୍ରୀଯୁକ୍ତ ରଥ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦ...
କାକଟପୁର ତା ୧୬/୦୪/୨୦୨୪ , ଚୈତ୍ରମାସ ର ଚତୁର୍ଥ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଳିତ ହୋଇଛି ଚତୁର୍ଥ ପାଳି ଯାତ୍ରା। ମା ଙ୍କ ପୀଠରେ ଏବେ ବାସନ୍ତିକ ଦୁର୍ଗାପୂଜା ଚାଲି ଥ...
ପିପିଲି ସ୍ଥିତ , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସିଂହ ଙ୍କ ସଭାପତିତ୍ୱରେ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସିଫା ର ପ୍ରଧାନ ...
ତା.୧୪.୦୪.୨୦୨୪(ରବିବାର ) – ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଟାଉନ ହଲ, ପୁରୀଠାରେ ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ ମିଡ଼ିଆ ଟେକ୍ନୋଲୋଜି ପକ୍ଷରୁ ଏକ ରକ୍ତଦା...
ଭୁବନେଶ୍ବର: ତା ୧୫.୪.୨୪ (ଶାଶ୍ଵତ ଟିଭି) ଆଜି ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେଲେ ସତ୍ୟବାଦୀର ଜଣାଶୁଣା ସମାଜ ସେବୀ ଶ୍ରୀଯୁକ୍ତ ମନୋଜ ରଥ। ସତ୍ୟବାଦୀ ବିଜେପି ର ବରିଷ୍ଠ ନେତା ତଥା ପୂର୍ବ...
କାକଟପୁର ( ତୁଷାର ଦୀକ୍ଷିତ ) : ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ରେ ଆଜି ଶୁକ୍ଳ ସପ୍ତମୀ ତିଥି ଠାରୁ ତିନି ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହେଉଛି ।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷର...
ଏପ୍ରିଲ ମାସ ୧୪ ତାରିଖ, ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି , ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ମାର୍ଗଦର୍ଶକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଓ ଶ୍ରୀଯୁକ୍ତ ନୀଳମଣି ଗୁରୁ ସଚି...
ସତ୍ୟବାଦୀ : ତା ୧୪.୪.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ – ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସତ୍ୟବାଦୀ ଭୀମପୁର ଗ୍ରାମର ଆରାଧ୍ୟା ଦେବୀ ମା ଗଡଚଣ୍ଡି ପୀଠରେ ପାଳନ ହୋଇଯାଇଛି ପ୍ରସିଦ୍ଧ ଖାଇଫୋଡ ପର୍ବ।ମହାବିଷ୍ଣୁବ ସଂକ୍ରାନ୍...











