କାକଟପୁରରେ ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ: ବିଜେପି ଓ ବିଜେଡି ଉପରେ ବର୍ଷିଲେ ପୁରୀ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି
Home / ରାଜନୀତି / ସତ୍ୟବାଦୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ମନୋଜ ରଥ ଙ୍କ ନାମ ଘୋଷଣାରାଜନୀତିସତ୍ୟବାଦୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ମନୋଜ ରଥ ଙ୍କ ନାମ ଘୋଷଣାBy SaswatTelevision No CommentsApril 18, 2024 7:45 am ସତ୍ୟବାଦୀ : ତା ୧୮.୪.୨୪ (ଶାଶ୍ଵତ ଟିଭି) – ଆଜି ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟବାଦୀ ବିଧାନ ସଭା ଆସନ ପାଇଁ ମନୋଜ ରଥ ଙ୍କ ନାମକୁ ଘୋଷଣା କରାଯାଇଛି। ଗତ ୧୫ ତାରିଖରେ ଶ୍ରୀଯୁକ୍ତ ରଥ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେବା ପରେ ସତ୍ୟବାଦୀ ବିଧାନ ସଭା ଆସନର ଟିକେଟ ପାଇଁ ତାଙ୍କ ନାମର ଚର୍ଚ୍ଚା ଜୋର୍ ଧରିଥିଲେ। ଆଜି ଦଳ ତରଫରୁ ନାମ ଘୋଷଣା ପରେ ସତ୍ୟବାଦୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିବା ସହିତ ମନୋଜ ରଥ ଙ୍କୁ ସୁଭେତ୍ସାର ସୁଅ ଛୁଟିଛି। SPREAD YOUR LOVE WITH YOUR FRIENDS AND FAMILYShare ArticlePrevious Articleମା ମଙ୍ଗଳା ଙ୍କ ମନ୍ଦିର ରେ ଚତୁର୍ଥ ପାଳିଯାତ୍ରା,ମହାଷ୍ଟମୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳାNext Articleଶପଥ ନେଲେ ଆଇନଜୀବୀ ସଂଘ ନୂତନ କର୍ମକର୍ତ୍ତାSaswatTelevision Related Posts ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଭାବେ ରଣଜିତ୍ ଦାସଙ୍କ ନାମ ଘୋଷଣା। September 27, 2025 ପୁରୀ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଇଂ ରାଜେଶ କୁମାର ମିଶ୍ର, September 27, 2025 ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ August 10, 2025 Leave a Reply Cancel replyYou must be logged in to post a comment.