Home / ମୁଖ୍ୟ ଖବର / ଗଞ୍ଜାମ ଜିଲ୍ଲାର ସୋରଡ଼ା ଠାରେ ମା କନ୍ଧୁଣୀ ଦେବୀ ମହୋତ୍ସବ ର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲାର ସୋରଡ଼ା ଠାରେ ମା କନ୍ଧୁଣୀ ଦେବୀ ମହୋତ୍ସବ ର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲାର ସୋରଡ଼ା ଠାରେ ମା କନ୍ଧୁଣୀ ଦେବୀ ମହୋତ୍ସବ ର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ମାନ୍ୟବର ଓଡିଶା ବିଧାନସଭା ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଯୋଜନା ଓ ସମନ୍ନୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ,ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ,ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଷୋୟୀ,ବିଧାୟକ ଛତ୍ରପୁର,ବିଧାୟକ ବ୍ରହ୍ମପୁର,ବିଧାୟକ ସୋରଡ଼ା,ପୂର୍ବତନ ବିଧାୟିକା ସାନଖେମୁଣ୍ଡି,ମେୟର ବ୍ରହ୍ମପୁର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply