Home / ରାଜନୀତି / ସତ୍ୟବାଦୀ ବୀରରାମ ଚନ୍ଦ୍ର ପୁର ସରପଞ୍ଚ ଦୀପାବେହେରା ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ

ସତ୍ୟବାଦୀ ବୀରରାମ ଚନ୍ଦ୍ର ପୁର ସରପଞ୍ଚ ଦୀପାବେହେରା ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ

ସାକ୍ଷୀଗୋପାଳ ;
ସତ୍ୟବାଦୀ ବୀରରାମ ଚନ୍ଦ୍ର ପୁର ସରପଞ୍ଚ ଦୀପାବେହେରା ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ, ହୋଇଥବା ସୂଚନା, ଘଟଣା ରୁ ପ୍ରକାଶ ଯେ ସେ ନିମାପଡା ରେ ଏକ ବିବାହ ଭୋଜି ରେ ଯୋଗ ଦେଇ ତାଙ୍କ ସମ୍ପର୍କୀୟ ଙ୍କ ସହିତ ମଟର ସାଇକେଲ ଯୋଗେ ଫେରୁଥିବା ସମୟରେ, ନିମାପଡା ଡେଲଟା ଛକ ଆଗରେ ଥିବା ଏକ ହଁପ୍ସ ଉପରେ ପଛ ପଟୁ ଖସି ପଡ଼ିଥିଲେ, ଏହି ସମୟରେ ପଛରୁ ଆସୁଥିବା ଏକ ହାଇୱା ଟ୍ରକ ଟି ତାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଛି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply