Home / ଶିକ୍ଷା / ଓଏସ ପାଇ ଗାଁ ର ମାନ ବଢାଇଲେ ଦିବ୍ୟ ରଞ୍ଜନ

ଓଏସ ପାଇ ଗାଁ ର ମାନ ବଢାଇଲେ ଦିବ୍ୟ ରଞ୍ଜନ

ସତ୍ୟବାଦୀ ଅଳଗୁମ୍ ପଞ୍ଚାୟତ ଖଣ୍ଡାୟତ ସାହିର ଦିବ୍ୟରଞ୍ଜନ ବିଶ୍ଵାଳ ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷାର ୫୬ ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି। ଅନେକ ପରିଶ୍ରମ କରି ଶେଷରେ ସଫଳ ହୋଇଛନ୍ତି। ବାପା ନୃସିଂହ ବିଶ୍ଵାଳ ଦିଲ୍ଲୀ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଅଛନ୍ତି ଆର୍ଥିକ ଭାବରେ ସେତେ ସ୍ୱଚ୍ଛଳ ହୋଇନଥିଲେ ମଧ୍ୟ ସଫଳତା ଆଗରେ ହାର ମନିନାହାନ୍ତି ଦିବ୍ୟରଞ୍ଜନ୍। କିଛିଦିନ ତଳେ ମାଟି ମା ର ସେବାରେ ଯାଇ ସହିଦ୍ ହୋଇଥିବା ଦେବାଶିଷ ଙ୍କ ପାଇଁ ଚର୍ଚ୍ଚାରେ ଥିଲା ଗାଁ ଖଣ୍ଡାୟତ ସାହି ଆଜି ପୁଣି ଗାଁର ପ୍ରଥମ ପୁଅ ପାଇଛନ୍ତି ଓଏସ ତେଣୁ ଗାଁ ନାଁ ପୁଣି ଚର୍ଚ୍ଚାକୁ ଆସିଛି।
ଖୁସି ବ୍ୟକ୍ତ କରିବା ସହିତ ଅନେକ ଆଶା ରଖିଛନ୍ତି ଗ୍ରାମର ବଡ଼ଭାଇ ଯଯାତି ବିଶ୍ଵାଳ ପୁଅ ଆମର ବଡ଼ ଅଫିସର ହେବ ଆମର ଅନେକ ସମସ୍ୟାର ସମାଧାନ କରିବ.

SPREAD YOUR LOVE WITH YOUR FRIENDS AND FAMILY

Leave a Reply