Home / ଶୋକ / ଅଦିନିଆ ବର୍ଷା ରେ ଫସଲ ନଷ୍ଟ ଦେଖି ବିଲ ମୁଣ୍ଡରେ ଟଳି ପଡ଼ିଲେ ଚାଷୀ

ଅଦିନିଆ ବର୍ଷା ରେ ଫସଲ ନଷ୍ଟ ଦେଖି ବିଲ ମୁଣ୍ଡରେ ଟଳି ପଡ଼ିଲେ ଚାଷୀ

dead

ସାକ୍ଷୀଗୋପାଳ
ତା ୨୩, ୧୨, ୨୦୨୪

ଅଦିନିଆଁ ବର୍ଷା ରେ ନିଜ ସୁନାର ଧାନ ଫସଲ ଙ୍କୁ ନଷ୍ଟ ହେବାର ଦେଖି ସହି ପାରିଲାନି ଚାଷୀ! ପୁରୀ ଜିଲ୍ଲା ସତ୍ୟବାଦୀ ବିରାମଚନ୍ଦ୍ରପୁର ପୁର୍ଣଚନ୍ଦ୍ର ଦଳାଇ (୭୫ ବର୍ଷ) ଙ୍କ ବିଲ ମୁଣ୍ଡରେ ଚାଲି ଯାଇଛି ଜୀବନ! ଏପଟେ କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ! ପରିବାର ର ଚିନ୍ତା କେମିତି ସୁଝିବେ ଋଣ ଧାର କରଜ କରି କରି ଥିବା ଧାନ ଚାଷ ! ପୁରା ଅଂଚଳ ଏବେ ଶୋକର ଛାୟା! ସକାଳେ ପରିବାର ସହିତ ହସ ଖୁସିରେ ବିତାଇଥିବା ମଣିଷ ଟି କେଇ ଘଣ୍ଟା ଭିତରେ ଆଉ ଦୁନିଆଁ ରେ ନାହିଁ କାରଣ ସାଝିଲା ବର୍ଷା ଜଳ ରେ ପାଚିଲା ଧାନ ବିଲ ନଷ୍ଟ .

SPREAD YOUR LOVE WITH YOUR FRIENDS AND FAMILY