Home / ସାମାଜିକ / ସବିତା ସ୍ମୃତି ସାହିତ୍ୟ ସଂସଦ ର  ଜ୍ୟେଷ୍ଠ କବିତା ଆସର ଆୟୋଜିତ

ସବିତା ସ୍ମୃତି ସାହିତ୍ୟ ସଂସଦ ର  ଜ୍ୟେଷ୍ଠ କବିତା ଆସର ଆୟୋଜିତ

sabita

ପୁରୀ : ୩୧/୦୫/୨୦୨୫-(ତୃପ୍ତୀମୟୀ ଜେନା) ସବିତା ସ୍ମୃତି ସାହିତ୍ୟ ସଂସଦରେ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଜ୍ୟେଷ୍ଠ କବିତା ଆସର। ଏହା ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ରଚିତ ଗଳ୍ପ ସଂକଳନ ‘ଧୂସର ଗୋଧୂଳି’ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଶକୁନ୍ତଳା ମିଶ୍ର, ଅଭିନବ ପଟ୍ଟନାୟକ, ‘ନୀଳଚକ୍ର ବାନା’ର ସଂପାଦିକା ପୈ।ର୍ଣ୍ଣମାସୀ ଦେବୀ , ଦିବ୍ୟ ଦର୍ଶନ ର ସଂପାଦିକା ପ୍ରବାସିନୀ ମିଶ୍ର, ପ୍ରତିଭା ଦାଷ,ସଶିକ୍ଷାବିତ ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ମହେଶ୍ୱର ଜେନା, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ସୈ।ମେନ୍ଦ୍ର ଦାସ, ଇଞ୍ଜିନିୟର କିଶୋର ଦାସ ପ୍ରମୁଖ ଯୋଗଦେଇ ଉନ୍ମୋଚିତ ସଂକଳନ ସମ୍ପର୍କରେ ନିଜ ବକ୍ତବ୍ୟ ରଖିବା ସହିତ ନିଜ ନିଜ କବିତା ପାଠ କରିଥିଲେ। ଶେଷରେ ଲକ୍ଷ୍ମୀପ୍ରିୟା ଚିହ୍ନରା ସଂଗୀତ ପରିବେଷଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY