Home / ମୁଖ୍ୟ ଖବର / ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଙ୍କ ବାଲୁକା ଆନିମେସନ

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଙ୍କ ବାଲୁକା ଆନିମେସନ

whatsapp image 2025 10 01 at 21.16.44 687f1cab

ପୁରୀ : ୩୦/୯/୨୦୨୫ – ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଚଳିତ ଦୁର୍ଗା ପୂଜା ଉପଲକ୍ଷେ ପୁରୀ, ଓଡିଶା ରେ ଥିବା ମାନସ ସାହୁ ଙ୍କ ସ୍ଟୁଡ଼ିଓ ରେ ବାଲୁକା ଆନିମେସନ କରି ସମସ୍ତ ଙ୍କୁ ଦୁର୍ଗାପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି |

whatsapp image 2025 10 01 at 21.16.53 f42eeecd

ସେ ତାଙ୍କ ସ୍ୟାଣ୍ଡ ଆନିମେସନ ରେ ମା ଦୁର୍ଗା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଏବଂ ମା ଙ୍କ ଆର୍ଶୀବାଦ ରେ ସାରା ବିଶ୍ୱରେ ଶାନ୍ତି ର ବାତାବରଣ ସୃଷ୍ଟି ହୋଇ ଭାଇଚାରା ର ବାର୍ତ୍ତା ଦେଇଛନ୍ତି | ଏହି ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା |

SPREAD YOUR LOVE WITH YOUR FRIENDS AND FAMILY

Leave a Reply