Home / ମୁଖ୍ୟ ଖବର / ଗୋବିନ୍ଦ ଗୋଧାମ ଗୋଶାଳା ରେ ମହର୍ଷି ମହେଶ ଯୋଗୀ ଙ୍କ ୧ 0୯ ତମ ଜନ୍ମ ଜୟନ୍ତୀ ପାଳିତ,

ଗୋବିନ୍ଦ ଗୋଧାମ ଗୋଶାଳା ରେ ମହର୍ଷି ମହେଶ ଯୋଗୀ ଙ୍କ ୧ 0୯ ତମ ଜନ୍ମ ଜୟନ୍ତୀ ପାଳିତ,

whatsapp image 2026 01 12 at 8.03.56 pm

ପୁରୀ: ୧୨/୧/୨୦୨୬ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ ମହର୍ଷି ମହେଶ ଯୋଗୀ ଙ୍କ ୧ 0୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି|ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ମହର୍ଷି ଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ

image
image

ଆୟୋଜିତ ଉତ୍ସବ ରେ ପଣ୍ଡିତ ବଳରାମ ମିଶ୍ର, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣ ଚନ୍ଦ୍ର ଦାସ ଜୀ ମହାରାଜ, ଉତ୍ତରା ଖଣ୍ଡ ର ଅମୃତା ନନ୍ଦ ଗିରୀ ଜୀ ମହାରାଜ, ଇଦୋର ର ଶ୍ୟାମ ସୁନ୍ଦର ଶାସ୍ତ୍ରୀ ପ୍ରମୁଖ ଯୋଗଦେଇ ମହର୍ଷି ଙ୍କ ଦ୍ୱାରା ବେଦର ବିଶ୍ୱରେ ପ୍ରଚାର ପ୍ରସାର କରିବା ସହ ବ୍ରାହ୍ମଣ ଙ୍କ ଉର୍ନ୍ନତି ବିଷୟରେ ଆଲୋକପାତ କରିଥିଲେ|ଶେଷରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କଦ୍ୱାରା ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply