Home / ମୁଖ୍ୟ ଖବର / ମାତ୍ର ୨ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ଏହି କଳାକୃତି

ମାତ୍ର ୨ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ଏହି କଳାକୃତି

ପୁରୀ: ୧୩/୪/୨୦୨୬ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମନସ ସାହୁ Hanuman Jayanti ଓ Odia New Year ଅବସରରେ ପୁରୀ ଥିବା ତାଙ୍କ ଷ୍ଟୁଡିଓରେ ରଙ୍ଗିନ ବାଲୁକା ଏନିମେସନ ସୃଷ୍ଟି କରିଛନ୍ତି। ମାତ୍ର ୨ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ଏହି କଳାକୃତିରେ ଭଗବାନ ହନୁମାନଙ୍କ ଶକ୍ତି ଓ ଭକ୍ତିକୁ ସୁନ୍ଦର ଭାବେ ପ୍ରତିଫଳିତ କରାଯାଇଛି।

ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା।”

SPREAD YOUR LOVE WITH YOUR FRIENDS AND FAMILY

Leave a Reply