ପୁରୀ ୧୪/୫ ଆଜି ଭୁବନେଶ୍ୱର ଲୋକଭବନ ପରିସରରେ ରାଜ୍ୟପାଳ ଡ.ହରିବାବୁ କମ୍ଭବପାଟି ଙ୍କୁ ପୁରୀ ଲୋକ ଭବନର ପଟ୍ଟା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର ପୁରୀର ଲୋକଭବନର ଅଧିକାର ରେକର୍ଡ (RoR) ରାଜ୍ୟପାଳ ଙ୍କୁ ପ୍ରଦାନ କରିଛନ୍ତି। ଯାହା ମୌଜା-ଗାନ୍ଧୀ ଘାଟ, ୟୁନିଟ୍-୨୫, ଖାତା ନଂ ୯୦/୧ ମାପ ୦.୫୪୬ ଏକର ଏବଂ ଖାତା ନଂ ୯୨, ପ୍ଲଟ୍ ନଂ ୨୧୫ ମାପ ଆକାର ୧୦.୬୯ ଏକର ଅଟେ। ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ପୁରୀ ସଦର ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ ଉପସ୍ଥିତ ଥିଲେ।
ରାଜ୍ୟପାଳ ଙ୍କୁ ପୁରୀ ଲୋକ ଭବନ ଜମି ପଟ୍ଟା ପ୍ରଦାନ।
No Comments
May 14, 2026 5:51 pm

Previous Article
Next Article

ଚଉରାଳିଶ ଦିନରେ ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଭକ୍ତି, ବେଦନା ଓ ଅଧିକାରର ଅବିରତ ପଦଯାତ୍ରା
ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। – ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର। – ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାରେ ସୁଧାର ନ ଆସିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି।

Related Posts
ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଶିବିର
June 9, 2026
ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ନୋହିଲା
June 9, 2026





