ସତ୍ୟବାଦୀର ସୁନା ଝିଅ ପାରା ଆଥଲେଟ ଜୟନ୍ତି ବେହେରା ପାଇଲେ ବହୁ ପ୍ରତିକ୍ଷିତ O TV ତରଫରୁ #Odisha_Citizens_Award 2022
ଚୟନ ହୋଇଥିବା ଓଡ଼ିଶାର ଚାରିଜଣ କ୍ରୀଡାବିତ୍ ଙ୍କ ମଧ୍ୟରୁ ଜୟନ୍ତୀ ବେହେରା ସବୁଠାରୁ ଅଧିକ ଭୋଟ ମିଳିଥିବାରୁ ସେ ପୁରସ୍କାର ହକଦାର ହୋଇ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି।