Home / ରାଜନୀତି / ରାଜ୍ୟ ସରକାରଙ୍କ ଆଶିର୍ବାଦ ଯୋଜନାକୁ ସଫଳ ରୂପାୟନ ପାଇଁ ଜରୁରୀ କାଳୀନ ବୈଠକ

ରାଜ୍ୟ ସରକାରଙ୍କ ଆଶିର୍ବାଦ ଯୋଜନାକୁ ସଫଳ ରୂପାୟନ ପାଇଁ ଜରୁରୀ କାଳୀନ ବୈଠକ

whatsapp image 2022 10 18 at 9.06.11 pm

ରାଜ୍ୟ ସରକାରଙ୍କ ଆଶିର୍ବାଦ ଯୋଜନାକୁ ସଫଳ ରୂପାୟନ ପାଇଁ ଜରୁରୀ କାଳୀନ ବୈଠକ କରିବା ପାଇଁ ଆଜି ସର୍କିଟ ହାଉସ, ପୁରୀ ଠାରେ ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ପୁରୀ ଶ୍ରୀମତୀ ସ୍ଵପ୍ନାରାଣୀ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ DCPC ଓ DLTF ବୈଠକ ଅନୁଷ୍ଠିତ ହୋଇଯାଇଛି lବୈଠକରେ ପୁରୀ ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଜନା ସଫଳତାର ସହ ରୂପାୟନ କରିବା ଓ ଶିଶୁ ଶ୍ରମିକ ବନ୍ଦ ପାଇଁ ମିଳିତ ଭାବେ କାମ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ବୈଠକରେ ରେ ଅତିରିକ୍ତ ଜିଲାପାଳ ଶ୍ରୀଯୁକ୍ତ ପ୍ରଦୀପ ସାହୁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ ଓ ଲାଇନ୍ ଡିପାର୍ଟମେଣ୍ଟ ର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply