Home / ସଂସ୍କୃତି ଓ ପରମ୍ପରା / ଓଢଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ

ଓଢଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ

whatsapp image 2022 11 29 at 10.05.43 am

ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିଟି “ଓଢଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ” ନାମରେ ନାମିତ… ପ୍ରବଳ ଶୀତଦାଉରୁ ରକ୍ଷା ପାଇବା ପାଇଁ “ଯଥା ଜୀବେ ତଥା ଦେବେ” ନ୍ୟାୟରେ ଏହି ଦିନ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଘୋଡ଼ ଲାଗି (ଶୀତ ବସ୍ତ୍ର) କରାଯାଏ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply