Home / ରାଜନୀତି / କାକଟପୁର ରେ କଂଗ୍ରେସ ଦଳ ପକ୍ଷ୍ୟରୁ ଇଫତାର ପାର୍ଟି

କାକଟପୁର ରେ କଂଗ୍ରେସ ଦଳ ପକ୍ଷ୍ୟରୁ ଇଫତାର ପାର୍ଟି

କାକଟପୁର 15/4 ପବିତ୍ର ରାମଜାନ ମାସ ଚାଲୁରହିଥିବା ବେଳେ କାକଟପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଖୁଣ୍ଟିଆ ମଣ୍ଡପ ରେ ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ମୁସିଲମ ଓ ହିନ୍ଦୁ ଭାଇ ମାନଙ୍କୁ ନେଇ ଏକ ଇଫତାର ପାର୍ଟି ର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ଵଭୁଷଣ ଦାସ, କାକଟପୁର ପଞ୍ଚାୟତ ସଭାପତି ନଳିନୀକାନ୍ତ (ଫିଲୁ) ଦୀକ୍ଷିତ, ସୁକାନ୍ତ ପରିଡ଼ା,
ବୈଂଶୀଧର ମହାନ୍ତି, ଅରକ୍ଷିତ କାଣ୍ଡି ଅତିଥି ଭାବେ ଯୋଗ ଦେଇଥିବା ବେଳେ,ସେକ ଗୟାସ, ମିର୍ଜା ରଜବ ଅଲ୍ଲୀ, ସେକ ଅତିଉର ରହେମନ, ଶେକ ହିମାୟତ, ଆଲିମ ଖାଁ, ମହମଦ ମାଜିଦ, ସେକ ଇଜରାଇଲ ଖାଁ, ସେକ କୟାମତ, ସେକ ଲିଆକତ, ରସନ ଖାଁ, ଆଇନି ଉଦିନ ଖାଁ, ମୁରଜଜା ଖାଁ, ସରବର ଖାଲିକ, ଫୁରକାନ ଖାଁ, ମିର୍ଜା ଇସ୍ରାଫିଲ ବେଗ, ତବାରକ ଖାଁ, ସେକ ତାହିର ପ୍ରମୁଖ ଯୋଗ ଦେଇ ପରସ୍ପର  ହିନ୍ଦୁ ମୁସିଲିମ ମଧ୍ୟରେ ଭାଇ ଭାଇ ମଧ୍ୟରେ ଭାଇ  ଚାରାରେ ପରସ୍ପର କୋଳାକୋଳି ହୋଇଥିଲେ l କାକଟପୁର ବ୍ଲକ ର ଲତାହରଣ, କଟକଣା, ଭଣ୍ଡାଘର, ସୁହାଗପୁର ସୁହାଣପୁର ଆଦି ପାଞ୍ଚ ଗୋଟି ପଞ୍ଚାୟତ ର ଶତାଧିକ ମୁସିଲମ ଭାଇମାନେ ଯୋଗ ଦେଇଥିଲେ l 

SPREAD YOUR LOVE WITH YOUR FRIENDS AND FAMILY

Leave a Reply