ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେପି ଦଳ ପକ୍ଷରୁ ପିପିଲି ବ୍ଲକ ଲକ୍ଷ୍ମି ନାରାୟଣ ପୁର୍ ପଞ୍ଚାୟତ ରେ ଅଖି ମୁଠି ଅନୁକୂଳ କଲେ Bollywood Super Star Mithun Chakrabarty. ସାଙ୍ଗରେ ଥିଲେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର, ପୁରୀ ଜିଲା ସଭାପତି Ashrit Pattanayak, Sukant Bhatt, Sankar Parida 🙏
ପିପିଲି ବ୍ଲକ ଲକ୍ଷ୍ମି ନାରାୟଣ ପୁର୍ ପଞ୍ଚାୟତ ରେ ଅଖି ମୁଠି ଅନୁକୂଳ କଲେ Bollywood Super Star Mithun Chakrabarty











