Home / ରାଜନୀତି / ନୂତନ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଙ୍କ ଯୋଗଦାନ।

ନୂତନ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଙ୍କ ଯୋଗଦାନ।

ପୁରୀ ୨୮/୪ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଭାବେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର ଆଜି ଅତିରିକ୍ତ ଜିଲ୍ଲାପାଳ ଥିବା ଦିଲ୍ଲୀପ ମହାପାତ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ଡଃ ମହାପାତ୍ର ପୂର୍ବରୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଭାବେ କାର୍ଯ୍ୟ ରତ ଥିଲେ।ସେହିପରି ଦିଲ୍ଲୀପ ମହାପାତ୍ର ଙ୍କ ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply