Home / ମୁଖ୍ୟ ଖବର / ଜର ରୁ ସୁସ୍ଥ ହୋଇ ଦଶଜଣଙ୍କ ଜୀବନ ବଞ୍ଚାଇଦେଲେ ପ୍ରଭୁ ଜଗନ୍ନାଥ

ଜର ରୁ ସୁସ୍ଥ ହୋଇ ଦଶଜଣଙ୍କ ଜୀବନ ବଞ୍ଚାଇଦେଲେ ପ୍ରଭୁ ଜଗନ୍ନାଥ

ଆଜି ପହିଲି ରଜ ଉତ୍ସବ ମୁଖର ସାରା ଓଡ଼ିଶା ଏହି ଖୁସି ମୁହୂର୍ତ୍ତରେ ପର୍ବ ପାଳନ ଉଦ୍ଦେଶ୍ୟରେ ବନ୍ଧୁ ଘରକୁ ଯାଉଥିବା ସମୟରେ ଘଟିଯାଇଛି ଏକ ମର୍ମନ୍ତୁତ ଦୁର୍ଘଟଣା, ଯାହାକି ଖବର ମିଳିଛି ଆଜି ସକାଳୁ ନୁଆ ଜଗନ୍ନାଥ ସଡ଼କ ରେ କଣାସ ଥାନା ଅନ୍ତର୍ଗତ ଜଙ୍କିଆ ଗଡ଼ ସାହି ଛକ ଠାରେ କାର ସହିତ ଟିପରର ମୁହାଁମୁହିଁ ଧକ୍କାରେ ୧୦ ଜଣ ଆହତ । ଆହତ ବ୍ୟକ୍ତିମାନଙ୍କୁ ନିକଟତମ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଛନ୍ତି । ଆହତ ଙ୍କ ଭିତରେ ୨ଜଣ ଛୋଟ ଛୁଆ ମଧ୍ୟ ଥିବାର ଜଣାପଡ଼ିଛି।
ଖବର ପାଇ କଣାସ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
କିନ୍ତୁ ଏହାସବୁ ଭିତରେ ଲୋକେ କହୁଛନ୍ତି ନିଯେତ ଜରରରୁ ଭଲ ହେଲେ ଆଉ ଗୋଟେ ଖୁସିର ଦିନରେ ବଡ଼ ଅଘଟଣ ରୁ ଦଶ ଜଣଙ୍କ ପାରିବାର ଲୋକଙ୍କ ଜୀବନ ବଞ୍ଚାଇଦେଲେ ପ୍ରଭୁ ଜଗନ୍ନାଥ

SPREAD YOUR LOVE WITH YOUR FRIENDS AND FAMILY

Leave a Reply