କାକଟପୁର 1/11 କାକଟପୁର ପ୍ରେସ କ୍ଲବ ର ବରିଷ୍ଠ ସଦସ୍ୟ ତଥା କନକ ନିୟୁଜ ର କାକଟପୁର ପ୍ରତିନଧି ନିରଞ୍ଜନ ଦାସ ଙ୍କ ପିତା ରାଜକିଶୋର ଦାସ ଙ୍କର ଗତ କାଲି ବିଳମ୍ବିତ ପ୍ରହରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଯାଇଛି, ଆଜି ସକାଳୁ ତାଙ୍କ ମର ଶରୀର କୁ ଅସ୍ତରଙ୍ଗ ନିକଟସ୍ଥ ନିଜ ବାସଭବନ କୁ ଅଣାଯିବା ପରେ ଶୋକ ସନ୍ତପ୍ତ ପରିବାର ବର୍ଗ ଅସ୍ତରଙ୍ଗ ଅଞ୍ଚଳ ର ସମସlମିୟିକ,ବିଶିଷ୍ଟ ବ୍ୟକ୍ତି ଓ ପୁରୀଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ ନାୟକ ତାଙ୍କର ଶେଷ ଦର୍ଶନ କରିଥିଲେ ଗ୍ରାମ ସ୍ମଶାନ ରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଥିବା ବେଳେ ବଡ଼ ପୁଅ ନିରଞ୍ଜନ ସାନ ପୁଅ ସୁରେଶ ମୁଖାଗ୍ନି ଦେଇଥିଲେ, ରାଜକିଶୋର ଦାସ ଜଣେ ପରୋପକାରୀ ମିଷ୍ଠଭାଷୀ ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳ ରେ ବେଶ ଜଣାଶୁଣା ହୋଇଥିବାରୁ ,ତାଙ୍କ ମୃତ୍ୟୁ ରେ ଅସ୍ତରଙ୍ଗ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଥିଲା, ଖବର ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, କଂଗ୍ରେସ ନେତା ବାଉରୀବନ୍ଧୁ ମହାନ୍ତି, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି
ସାମ୍ବାଦିକ ଙ୍କ ପିତୃ ବିୟୋଗ
No Comments
November 1, 2023 3:23 pm

Previous Article
Next Article

୨ ସ୍ତ୍ରୀ ର ସ୍ୱାମୀ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ
ଲକ୍ଷ୍ମୀ ବଜାର ରେ ଭସାଣି ଉତ୍ସବ ଯୋଗ ଦେଲେ ସମସ୍ତ ବ୍ୟବସାୟୀ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





