Home / ସଂସ୍କୃତି ଓ ପରମ୍ପରା / ଲକ୍ଷ୍ମୀ ବଜାର ରେ ଭସାଣି ଉତ୍ସବ ଯୋଗ ଦେଲେ ସମସ୍ତ ବ୍ୟବସାୟୀ

ଲକ୍ଷ୍ମୀ ବଜାର ରେ ଭସାଣି ଉତ୍ସବ ଯୋଗ ଦେଲେ ସମସ୍ତ ବ୍ୟବସାୟୀ

whatsapp image 2023 11 01 at 21.29.53 0010b7ed

କାକଟପୁର 1/11 ଲକ୍ଷ୍ମୀ ବଜାରରେ ମା ଲକ୍ଷ୍ମୀ ଙ୍କର ପୂଜା ଖୁବ ଯାକ ଜମକରେ ଚାଲୁଥିବା ବେଳେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବଜାର ଶୋଭା ପାଉଥିଲା ବେଳେ ଆଜି ମାଙ୍କ ଭସାଣି ଉତ୍ସବ ଵେବସାୟୀ ମାନେ ଘଣ୍ଟା, ଘଣ୍ଟ ଓ ବାଦଳ ବାଜା ସହିତ ଶଙ୍ଖ ଧ୍ୱନି ବଜାର ରେ ବାଜି ମଙ୍ଗଳା ବଜାର, ମହାନ୍ତି ସାହି, ମେଡିକାଲ ଛକ ଦେଇ କଲେଜ ଛକ ନିକଟସ୍ଥ ପବିତ୍ର ପ୍ରାଚୀ ନଦୀରେ ମାଙ୍କୁ ବିସର୍ଜନ କରାଯିବା ପାଇଁ ଲକ୍ଷ୍ମୀ ବଜାର ସଭାପତି ରତିକାନ୍ତ ବେହେରା, ଉପସଭାପତି ସରୋଜ କୁମାର ସାମଲ, ସମ୍ପାଦକ ହିମାଂଶୁ ଭୂଷଣ ଦୀକ୍ଷିତ,ଅଲେଖ କୁମାର ସାହୂ କାର୍ଯ୍ୟ କର୍ତା ମାନେ ଏହି ଭସାଣି ଉତ୍ସବ ରେ ନିଜକୁ ସାମିଲ କରିଥିଲେ ଆର ବର୍ଷ କୁ ଆହୁରି ସରସ ସୁନ୍ଦର କରିବା ପାଇଁ ସଦସ୍ୟ ନୃସିଂହ ନାୟକ, ପ୍ରିତମ ନାୟକ, ସୁବାସ ଚନ୍ଦ୍ର ବିଶୋଇ, ପିକୁଲା ନାୟକ, ସମାଜ ସେଵୀ ଶ୍ୟାମ ସୁନ୍ଦର ରଣା, ଅଜୟ ନାୟକ, ସୁଧାଂଶୁ ଭୂଷଣ ଦୀକ୍ଷିତ ଉତ୍ତମ କୁମାର ନାୟକ ମତ ଦେଇଥିବା ବେଳେ ଅନୁଷ୍ଠାନ ର କର୍ତା ପ୍ରସନ୍ନ କୁମାର ନାୟକ ମାଙ୍କ ଭସାଣି ରେ ମାଙ୍କୁ ପୁଣି ଆର ବର୍ଷ କୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି, ପ୍ରତି ବଜାରର ସଭାପତି, ସମ୍ପାଦକ ଙ୍କ ବେକରେ ଫୁଲ ହାର ପକାଇ ଏହି ଭସାଣି ଉତ୍ସବ ରେ ସାମିଲ କରି ଏକ ବଜାର ର ଭାଇଚାରା ସୃଷ୍ଟି କରିଥିବାରୁ ଗଣେଶ ବଜାର ସଭାପତି କମଳ ଲୋଚନ ଦୀକ୍ଷିତ ଓ ସମ୍ପାଦକ ମାନସ କୁମାର ଦୀକ୍ଷିତ କହିଥିବା ବେଳେ ଚନ୍ଦନ ବଜାର ସଭ୍ୟ ଭାଗିରଥି ସ୍ୱାଇଁ ଏହି ନିଆରା ପରମ୍ପରା ବଜାୟ ରହିଲେ ବଜାରରେ ଭାଇଚାରା ବଜାୟ ରହିବ ବୋଲି କହିଛନ୍ତି,

SPREAD YOUR LOVE WITH YOUR FRIENDS AND FAMILY

Leave a Reply