Home / ସଂସ୍କୃତି ଓ ପରମ୍ପରା / ଶ୍ରୀ ରାଧା ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଲୋକକଳା ର ଝଲକ ଦେଖିଲେ ଦର୍ଶକ

ଶ୍ରୀ ରାଧା ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଲୋକକଳା ର ଝଲକ ଦେଖିଲେ ଦର୍ଶକ

1531d83a 85ce 4718 b0ca 9bc09db13543

ଶ୍ରୀ ରାଧା ଉତ୍ସବ ୨୦୨୩

ପବିତ୍ର ଅଁଳା ନବମୀ ଏବଂ ବଡ ଏକାଦଶୀ ପର୍ବ ଅବସରରେ ସାକ୍ଷୀଗୋପାଳ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତତଫରୁ ଆୟୋଜିତ ହେଉଛି ଶ୍ରୀରାଧା ଉତ୍ସବ ୨୦୨୩. ତିନିଦିନ ଧରି ହେବାକୁ ଥିବା ଏହି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ୍ କୁମାର୍ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବୀଣାପାଣି କଳା ନିକେତନ୍, ଆନନ୍ଦ ପୁର, କେଉଁଝର, ଉପେନ୍ଦ୍ର ଭଞ୍ଜ ଲୋକନୃତ୍ୟ ପରିଷଦ, ଭଞ୍ଜନଗର, ସୂର ଭାଇବରେଶନ ଅନୁଷ୍ଠାନର କଳାକାର ଜୟଶ୍ରୀ ଧଳ ଏବଂ ସାଥୀ କଳାକାରଙ୍କ ଦ୍ୱାରା ଭଜନ ଏବଂ ଫୋକ୍ ସଂଗୀତ ପରିବେଷଣ, ଅନିତା କଲଚୁରାଲ ଏକାଡେମୀ ର କଳାକାର ମାନେ ପରିବେଷଣ କରିଥିଲେ ଗଣେଶ ନାଟକ। ଆଜିର କାର୍ଯ୍ୟକ୍ରମକୁ ପରିଚାଳନା ଏବଂ ସଂଯୋଜନା କରିଥିଲେ ସିଂହାରୀ ଆଲୋକ ଖୁଣ୍ଟିଆ

SPREAD YOUR LOVE WITH YOUR FRIENDS AND FAMILY

Leave a Reply