Home / ସଂସ୍କୃତି ଓ ପରମ୍ପରା / ପବିତ୍ର ଅଁଳାନବମୀ ରେ ସତ୍ୟବାଦୀ ସେବା ଟ୍ରଷ୍ଟ ର ନିଆରା ସେବା

ପବିତ୍ର ଅଁଳାନବମୀ ରେ ସତ୍ୟବାଦୀ ସେବା ଟ୍ରଷ୍ଟ ର ନିଆରା ସେବା

ସତ୍ୟବାଦୀ

ପବିତ୍ର ଅଁଳାନବମୀ ୨୦୨୩ ପର୍ବକୁ ସରସ ସୁନ୍ଦର କରିବା ପାଇଁ ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ପର୍ବର ପୂର୍ବଦିନ ପୂର୍ବରୁ ଅରୁଣସ୍ତମ୍ଭ,ବାହାର ବେଢ଼ା,ଭିତର ବେଢାକୁ ପେଣ୍ଟ କଲରରେ ଚିତ୍ରମାନ କଳାକାରଙ୍କ ଦ୍ଵାରା ଅଙ୍କା ଯାଇ ସରସ ସୁନ୍ଦର କରାଯାଇଥିଲା। ଅଁଳା ନବମୀ ଦିନ ସକାଳୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଚୁଡ଼ାଘସା ଓ ପାଣି ବଣ୍ଟା ଯାଇଥିଲା । ଟ୍ରଷ୍ଟ ର ଚେୟାରମ୍ୟାନ ଡକ୍ଟର ଅଶୋକ କୁମାର ମହାପାତ୍ର କଳାକାର ମାନଙ୍କୁ ସାଟିଫିକେଟ ଦେଇ ସମର୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ସେବା ଟ୍ରଷ୍ଟ ର ସମ୍ପାଦକ ସୁଶାନ୍ତ କୁମାର ରଥ ଆୟୋଜନ ଓ ପରିଚାଳନା କରିଥିଲେ ,ଏଥିରେ ଟ୍ରଷ୍ଟର ସଭାପତି ସୁଦର୍ଶନ ପ୍ରଧାନ,କୋଷାଧକ୍ଷ ଉପେନ୍ଦ୍ର ବିଶ୍ଵାଳ, ଟିକିନା ମିଶ୍ର,ଅନ୍ନପୂର୍ଣ୍ଣା ପ୍ରଧାନ,ପ୍ରଶାନ୍ତ ନାୟକ,ନୀଳକଣ୍ଠ ବାରିକ, ସୁକାନ୍ତ ବିଶ୍ଵାଳ,କାଜଲ ମାହାପାତ୍ର,ରିତା ତ୍ରିପାଠୀ,ମଞ୍ଜୁଳା ପ୍ରଧାନ ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply