ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ୍ କମିଲା । ସାରା ଦେଶରେ ଲିଟର ପିଛା ୨ ଟଙ୍କା କମିଥିବା ନେଇ ସୂଚନା । ନୂଆ ଦର ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ । ଏ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
କମିଲା ପେଟ୍ରୋଲ ଏବଂ ଡିଜେଲ ଦର
No Comments
March 14, 2024 4:52 pm

Previous Article
Next Article

ସରକାର ଙ୍କ ବୈମାତୃକ ମନୋଭାବ ପ୍ରତିବାଦ ରେ ସାମ୍ବାଦିକ ଙ୍କ କଳା ବ୍ୟାଚ ପରିଧାନ
ବନ୍ଧୁମିଳନ ଉତ୍ସବ ରେ ଉଦ୍ଘାଟନ ହେଲା ମିଶନ ସତ୍ୟବାଦୀ ପୋର୍ଟାଲ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





