Home / ସଂସ୍କୃତି ଓ ପରମ୍ପରା / ଅଁଳା ନବମୀ ପର୍ବରେ ରଙ୍ଗୋଳି ବାଲୁକା କଳାରେ ଶୁଭେଛା ବାର୍ତ୍ତା ଦେଲେ ଶିଳ୍ପୀ

ଅଁଳା ନବମୀ ପର୍ବରେ ରଙ୍ଗୋଳି ବାଲୁକା କଳାରେ ଶୁଭେଛା ବାର୍ତ୍ତା ଦେଲେ ଶିଳ୍ପୀ

img 20241111 wa0012

ସାକ୍ଷୀଗୋପାଳ: ୧୦.୧୧.୨୪
ଶାଶ୍ଵତ ଟିଭି

ଅଁଳାନବମୀ ପର୍ବକୁ ସରସ ସୁନ୍ଦର କରିବା ପାଇଁ ସତ୍ୟବାଦୀ ସେବା ଟ୍ରଷ୍ଟ ତରଫରୁ ପର୍ବର ପୂର୍ବଦିନ ସନ୍ଧ୍ୟା ସୁଧା ମନ୍ଦିର ଆଗରେ ଅରୁଣ ସ୍ତମ୍ବ ଚାରିପଟ ସହ ଭିତର ବେଢା ମଧ୍ୟରେ ସୁନ୍ଦର ସୁନ୍ଦର ଚିତା,ଓ ରଙ୍ଗୋଲି ଚିତ୍ର ସବୁ ସ୍ଥାନିତ ହୋଇ ଓଡ଼ିଆ ଘରର ମା ରାଧାରାଣୀ ଙ୍କ ଓଡ଼ିଆଣୀ ବେଶ ପାଦଦର୍ଶନ କାର୍ଯ୍ୟକ୍ରମ ଆକର୍ଷଣୀୟ ବାଲୁକା ଶିଳ୍ପୀ ଦ୍ଵାରା ମା ରାଧାରାଣୀ ଓ ଶ୍ରୀକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ପାଦପର୍ଷ ବାଲୁକା ଦ୍ଵାରା ପଞ୍ଚସଖା ପଢ଼ିଆ ବାଲୁକା କଳା ମାଧ୍ୟମରେ ଶୁଭେଛା ବାର୍ତ୍ତା ଦେଇଥିଲେ ଶିଳ୍ପୀ ମାନେ ।

1000679380

ଏହି ଅବସରରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ସେବା ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ କୁମାର ରଥ, ସଭାପତି ସୁଦର୍ଶନ ପ୍ରଧାନ,ରୋଜାଲିନ ମିଶ୍ର,କାଜଲ ମହାପାତ୍ର, ଟିକିନା ମିଶ୍ର, ନୀଳକଣ୍ଠ ବାରିକ ଆଦିଙ୍କ ଉପସ୍ଥିତ ରେ ବାଲୁକା ଶିଳ୍ପୀ କୁନାଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମା ରାଧାରାଣୀ ଓ ଶ୍ରୀକୃଷ୍ଣ ଙ୍କ ଯୁଗଳ ବାଲୁକା ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥଲେ।

SPREAD YOUR LOVE WITH YOUR FRIENDS AND FAMILY