ଡେଲାଙ୍ଗ: ୦୩/୦୪/୨୦୨୫- ପୋଷଣ ଅର୍ଥାତ୍ ଶରୀରକୁ ଆବଶ୍ୟକୀୟ ପୂଷ୍ଟି ଉପାଦାନ ପ୍ରଦାନ କରିବା, ଯାହା ଜୀବନ ରଖିବା ଏବଂ ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଅତ୍ୟନ୍ତ ଜରୁରୀ। ଡେଲାଙ୍ଗ ବ୍ଲକ ର ୫ଟି ଗ୍ରାମ ପଞ୍ଚାୟତ ଠାରେ ରେଞ୍ଚ , ସୁଜନପୁର,ଗଡ଼ ମୋଟରି, ଚାଇଁପୂର୍,ଏବଂ କୋଠବାଡ ପଞ୍ଚାୟତ ଠାରେ ପାଲା ମାଧ୍ୟମରେ ଗାୟକ ସୁରେଶ କୁମାର ମହାପାତ୍ର ଓ ତାଙ୍କ ସାଥୀ ଙ୍କ ଦ୍ଵାରା ପାଲା ପରିବେଶଣଦ୍ଵାରା ସଚେତନତା କାର୍ଯ୍ୟ କ୍ରମ ଜଗଦଳ ପୁର ମା ପାଦୂକାଇ ପାଲା ମଣ୍ଡପରେ ପୋଷଣ(V), ବଢାଏ (V), ବାଲ୍ୟ ବିବାହ ର ପ୍ରଥା ବେଟି ବଚାଓ ବେଟି ହଟାଓ କାର୍ଯ୍ୟ କ୍ରମ। ଉପସ୍ଥିତ ସମସ୍ତ ଆଶା କର୍ମୀ SHG ଗ୍ରୁପ ର ମହିଳା ମାନେ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ।ICDC ସୁପର ଭାଇଜର ଶାନ୍ତିଲତା ବାରିକ ଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟ କ୍ରମ।
ପୋଷଣ ସଚେତନତା କାର୍ଯ୍ୟକ୍ରମ
No Comments
April 3, 2025 3:18 pm
Previous Article
Next Article

ଭୁବନେଶ୍ଵର ଟାକ୍ସବାର ଆସୋସିଏସନ ନିର୍ବାଚନ ଫଳାଫଳ-୨୦୨୫-୨୬
ପୁରୀରେ ପାଳନ ହେବ ଆଦ୍ୟ ଜଗତଗୁରୁ ରାମାନୁଜାଚାର୍ଯ୍ୟ ଙ୍କ ୧00୮ତମ ରାଷ୍ଟ୍ରୀୟ ସ୍ତରୀୟ ଜୟନ୍ତୀ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





