ଡେଲାଙ୍ଗ ବ୍ଲକ ର ଗୁଆଳି ପଡ଼ା ଗ୍ରାମ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଠାରେ ବିଜେପି ଦଳ ର ୪୫ତମ ପ୍ରତିଷ୍ଠା ଦିବସ ପାଳିତ। ବେରବୋଇ ମଣ୍ଡଳ ସଭାପତି ସୁଶାନ୍ତ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ସମ୍ମାନୀୟ ଅତିଥି ସାଂସଦ ଡ଼ଃ ସମ୍ବିତ ପାତ୍ର ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ଜାତୀୟ ଉତୋଳନ ବିରାଟ ପଟୁଆର ବାଇକ୍ ରାଲି ଡେଲାଙ୍ଗ ଠାରୁ ଗୁଆଳୀ ପଡ଼ା ପର୍ଯ୍ୟନ୍ତ ଅଭିମୁଖେ ବାଇକ୍ ଯାତ୍ରା । ଉପସ୍ଥିତ ରେଂଚ ସରପଞ୍ଚ ହରିହର ସ୍ୱାଇଁ, ଗୁଆଳି ପଡ଼ା ସରପଞ୍ଚ ଦିପାଞ୍ଜଳି ସ୍ୱାଇଁ, ବେରବୋଇ ସରପଂଚ ମଳୟ ସେଠୀ,ଅଭୟମୁଖି ସରପଂଚ ପ୍ରମିଳା ସେନାପତି,ସମିତି ସଭ୍ୟା କଳ୍ପନା ପଟ୍ଟନାୟକ,ex ମଣ୍ଡଳ ସଭାପତି ସୁଧାଂଶୁ ପରିଡ଼ା,ସମାଜସେବୀ ସମୟ ବିଶ୍ବାଳ ଏବଂ ବିଜେପି ଦଳର ସମସ୍ତ କର୍ମୀ ମାନେ ଉପସ୍ଥିତ।
Social Icons
Featured Posts










