Home / ସାମାଜିକ / ଇଟାମାଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରୟାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଇଟାମାଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରୟାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

whatsapp image 2025 07 06 at 14.34.32 0ce68559

ନୟାଗଡ଼,ତା.୦୬.୦୭.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ପରିବେଶକୁ ସବୁଜମୟ ରଖିବା ପାଇଁଁ ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠୀଙ୍କ ପ୍ରୟାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଇଟାମାଟି ଇଣ୍ଡୋର୍ ଷ୍ଟାଡିୟମ ଆଗରେ ଥିବା ଖେଳ ପଡ଼ିଆ ଚାରିପାଖରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୪୦ଗୋଟି ନଡ଼ିଆ ଗଛ , ପେସ୍ତା ବାଦାମ ଗଛ , ରବର ଗଛ ଓ ଅଶୋକ ଗଛ ଲଗାଯାଇଛି। ମିଶନଶକ୍ତିର ସଭାପତି ପ୍ରତିମା ବାଇ , ମାଟିଆଣୀ ସାହୁ , ଇସି ମେମ୍ବର , ସିଆରପି, ଏମବିକେ , ବ୍ୟାଙ୍କ୍ ମିତ୍ର ଓ ଇଣ୍ଡୋର ଷ୍ଟାଡିୟମର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା 

whatsapp image 2025 07 06 at 14.34.32 4bc9931b
SPREAD YOUR LOVE WITH YOUR FRIENDS AND FAMILY

Leave a Reply