Home / ମୁଖ୍ୟ ଖବର / ପ୍ରଜାପିତା ବ୍ରହ୍ମାକୂମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ପବିତ୍ର ରାଖୀ ବନ୍ଧନ

ପ୍ରଜାପିତା ବ୍ରହ୍ମାକୂମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ପବିତ୍ର ରାଖୀ ବନ୍ଧନ

whatsapp image 2025 08 09 at 20.08.21 cd28634c

ପୁରୀ : ୯/୮/୨୦୨୫ – ତୃପ୍ତିମୟୀ ଜେନା – ପ୍ରଜାପିତା ବ୍ରହ୍ମାକୂମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ , ପୁରୀ ଶାଖା ତରଫରୁ ପବିତ୍ର ରାଖୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି। ଏହି ଅବସରରେ ପୁରୀ ଜିଲ୍ଲା କାରାଗାରରେ,ସଙକାର ନିଶା ନିବାରଣ କେନ୍ଦ୍ର ,ବାଲିଗୁଆଳୀ, ଉତ୍କଳ ବାଳାଶ୍ରମ,ଈଶୋପଙଥୂ ବାଳାଶ୍ରମ, ଲୋକନାଥ ରୋଡ଼ ,ଜିଲ୍ଲାର ସମସ୍ତ ପଦାଧିକାରୀ ସମେତ ପୁରୀ ର ମହାମହୀମ ଶଙ୍କରାଚାର୍ଯ୍ୟ ମହୋଦୟ ଙ୍କୁ ରାଖୀ ସୂତ୍ର ‌ ପ୍ରଦାନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply