Home / ମୁଖ୍ୟ ଖବର / ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜେଲ୍ ରେ ରକ୍ଷାବନ୍ଧନ

ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜେଲ୍ ରେ ରକ୍ଷାବନ୍ଧନ

whatsapp image 2025 08 09 at 20.10.14 733e9b56

ପୁରୀ : ୯/୮/୨୦୨୫ – ତୃପ୍ତିମୟୀ ଜେନା – ରାକ୍ଷୀ ପୂର୍ଣ୍ଣିମା ରେ ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷା ଅରୁଣିମା ନନ୍ଦ ଙ୍କ ଆହ୍ଵାନ ରେ, ଫାଉଣ୍ଡେସନ ର ସମସ୍ତ କର୍ମୀ ପୁରୀ ଜେଲ୍ ଯାଇଥିଲେ । ସେଠାରେ ଥିବା ଭାଇ ମାନଙ୍କୁ ଭଲ ବାଟ କୁ ଆସିବା ପାଇଁ କହି ରାକ୍ଷୀ ବାନ୍ଧି ଥିଲେ । ନିଜ ପରିବାର ରୁ ଦୂରରେ ରହିଥିବାରୁ, ଭାଇ ମାନେ ବହୁତ୍ କାନ୍ଦିଲେ। ସେମାନଙ୍କୁ ସାନ୍ତ୍ଵନା ଦେବା ପାଇଁ କର୍ମୀ ମାନେ ଭାଇ ମାନଙ୍କୁ ଭଜନ କରିବା ପାଇଁ ବୁଝେଇଥିଲେ । ଏହି ପବିତ୍ର ଅବସରରେ, ମମତା ମିଶ୍ର, ଅନିତା ସିଂହ ,ଗାୟତ୍ରୀ ଜେନା,ସମ୍ପାଦିକା ପଦ୍ମିନି ବେହେରା , ବୁଟା, ବିଚିତ୍ରା ,ବୁଦ୍ଧିମତୀ , ଗୀତା, ଲଳିତା ,ମଧୁସ୍ମିତା,ପୂଜା ଝାନ୍ସି ,ଅନେକ ସଭ୍ୟା ଯୋଗଦାନ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply