Home / ମୁଖ୍ୟ ଖବର / ମହାପ୍ରଭୁ ଙ୍କୁ ଦର୍ଶନ କଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ,

ମହାପ୍ରଭୁ ଙ୍କୁ ଦର୍ଶନ କଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ,

whatsapp image 2025 08 22 at 21.26.21 91c6bfa8

ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ | ମହାପ୍ରଭୁ ଙ୍କ ଦର୍ଶନ ସମୟରେ ସାଙ୍ଗରେ ଥିଲେ ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବକ ମଧୁସୂଦନ ସିଂହାରୀ, ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ସମେତ ଅନ୍ୟ ଅଧିକାରୀ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply