ନୟାଗଡ଼, ତା-୨୬.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କଲା ପ୍ରଦେଶ କଂଗ୍ରେସ କମିଟି। ପୁଣିଥରେ କଂଗ୍ରେସର ନୟାଗଡ଼ ଜିଲ୍ଲା ସଭାପତି ଭାବେ ଆଇନଜିବୀ ତଥା ସମାଜସେବୀ ରଣଜିତ୍ ଦାସଙ୍କ ନାମ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଗଲା।୨୦୧୮ମସିହାରୁ ଲଗାତାର ନୟାଗଡ଼ ଜିଲ୍ଲାର କଂଗ୍ରେସ ସଭାପତି ଭାବେ ରଣଜିତ୍ ଦାସ ଦାୟିତ୍ଵ ନେଇ ଆସୁଛନ୍ତି। ସାଧାରଣ ମଣିଷ ଭାବେ ରଣଜିତ୍ ଦାସ ଲୋକ ମାନଙ୍କ ସହିତ ସବୁବେଳେ ଯୋଡ଼ି ହୋଇ ରହି ଆସୁଥିବା ବେଳେ କଂଗ୍ରେସ ଦଳକୁ ଆଗାମୀ ଦିନରେ ଆଗକୁ ନେବା ପାଇଁ କହିଛନ୍ତି।
Social Icons
Featured Posts











