Home / ମୁଖ୍ୟ ଖବର / ଅବୈଧ ଭାବରେ ନିଷିଦ୍ଧ ଔଷଧ ବିକ୍ରି

ଅବୈଧ ଭାବରେ ନିଷିଦ୍ଧ ଔଷଧ ବିକ୍ରି

portalnewsthumbnail

ପୁରୀ: ୧୬/୧୦/୨୦୨୫ – ନି:ପ୍ର – ସଦର ଥାନା ଅଧୀନ ଅଞ୍ଚଳରେ ଅବୈଧ ଭାବରେ ନିଷିଦ୍ଧ ସ୍ୟିରପ୍ (କୋରକ୍ସ) ବ୍ୟବସାୟ ଓ ରଖିବା ସମ୍ପର୍କରେ ଏକ ମାମଲା ରଜିଷ୍ଟ୍ର ହୋଇଛି ।ସଦର ଥାନା କେଶ ନ 621 ତା. 16.10.2025 ରେ ମାମଲା ରଜିଷ୍ଟ୍ର ହୋଇଛି। ପୁଲିସ ତଦନ୍ତକାଳୀନ ଅଭିଯାନରେ 48ଟି କୋରକ୍ସ ବୋତଲ ଜବତ କରିଛି । ଏହି ମାମଲାରେ ଅଭିଯୁକ୍ତ ଭାବରେ ସୁକନ୍ତ କୁମାର ଭୋଇ @ ଟିକି ଭୋଇ, ବାସିନ୍ଦା — କାଶୀ ଜଗନ୍ନାଥପୁର ସିଆଳ ସାହି, ପୋଷ୍ଟ ସାଦର, ପୁରୀ, ଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ପୁଲିସ ପକ୍ଷରୁ ଏହି ଅବୈଧ ମାଦକ ଦ୍ରବ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଜନସାଧାରଣଙ୍କୁ ଅନୁରୋଧ ଏପରି ଅବୈଧ ମାଦକ ବିକ୍ରି ବା ବ୍ୟବହାର ସମ୍ପର୍କରେ ତଥ୍ୟ ଥାଇଲେ ନିକଟସ୍ଥ ଥାନା କିମ୍ବା ୧୧୨ କୁ ଜଣାନ୍ତୁ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply