ପୁରୀ: ୨୩/୧୦/୨୦୨୫ – ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଶ୍ରୀଯୁକ୍ତ ଅମିତ ସାହା ଙ୍କୁ ବାଲୁକା ଆନିମେସନ ମାଧ୍ୟ୍ୟମରେ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି | ଭାରତ ର ପ୍ରସିଦ୍ଧ political leader ଶ୍ରୀଯୁକ୍ତ ଅମିତ ସାହା ଙ୍କ ୬୧ ତମ ଜନ୍ମଦିନ ରେ ଆନ୍ତର୍ଜାତିକ ପ୍ରସିଦ୍ଧ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି | ଏଥିରେ ସେ ଅମିତ ସାହା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |
ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା | ଏହି ଭିଡ଼ିଓ ଟି ୧ ମିନିଟ ର| ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟି କୁ ଓଡିଶା, ପୁରୀ ରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି| ଏଥିରେ ସେ wishing happy birthday to visionary leader Amit Shahji ର ବାର୍ତ୍ତା ଦେଇଛନ୍ତି |










