Home / ମୁଖ୍ୟ ଖବର / ଶ୍ରୀ ଜଗନ୍ନାଥ ଶିଶୁ ବିହାର ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଶ୍ରୀ ଜଗନ୍ନାଥ ଶିଶୁ ବିହାର ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

dad

ପୁରୀ: ୨୩/୧୧/୨୦୨୫ – ସ୍ଥାନୀୟ ଶ୍ରୀ ଜଗନ୍ନାଥ ଶିଶୁ ବିହାର ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଙ୍କ ଦ୍ଵାରା ଆୟୋଜିତ ହେଇ କିଛି। ପିଲା ମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ଜାଗ୍ରତ କରି ତାକୁ ନିଜ କାମରେ ଲଗାଇ ପାରିଲେ ସମାଜ ର ହିତ ହେବ। ସ୍ବାସ୍ଥ୍ୟ ହିଁ ସମ୍ପଦ।ଉତ୍ତମ ଛାତ୍ର ଦେଶର ଯଶ କୀର୍ତ୍ତି ବଢ଼ାଇବା ସହ ନିଜକୁ ଦୃଢ ନିଷ୍ପତ୍ତି ନେବାରେ ଅଗ୍ରସର ହେବ।ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତ ସାହୁ ଅତିଥି ପରିଚୟ ଓ କ୍ରୀଡ଼ା ସହ ଶିକ୍ଷାର୍ଥୀ ଙ୍କ ଭୂମା ବିଷୟରେ କହିଥିଲେ।ଏହାପରେ ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ।ସଦର ଥାନା

SPREAD YOUR LOVE WITH YOUR FRIENDS AND FAMILY

Leave a Reply