Home / ମୁଖ୍ୟ ଖବର / ଶ୍ରୀ ଧର୍ମେନ୍ଦ୍ର ଙ୍କୁ ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି

ଶ୍ରୀ ଧର୍ମେନ୍ଦ୍ର ଙ୍କୁ ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି

whatsapp image 2025 11 25 at 15.52.21 ea744ba7

ପୁରୀ: ୨୫ /୧୧/୨୦୨୫ – ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ପ୍ରସିଦ୍ଧ ସିନେ କଳାକାର ଶ୍ରୀ ଧର୍ମେନ୍ଦ୍ର ଙ୍କୁ ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ଏହି ବାଲୁକା ଆନିମେସନ ପୁରୀ ରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରାଯାଇଛି |

whatsapp image 2025 11 25 at 15.52.21 97ed485e

ଏହି ବାଲୁକା ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା| ଏଥିରେ ସେ ପ୍ରସିଦ୍ଧ ସିନେ କଳାକାର ଦର୍ମେନ୍ଦ୍ର ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି| ଏଥିରେ ସେ Tribute to Dharamji and Icon of generation ର ବାର୍ତ୍ତା ଦେଇଛନ୍ତି|

SPREAD YOUR LOVE WITH YOUR FRIENDS AND FAMILY

Leave a Reply