Home / ମୁଖ୍ୟ ଖବର / ସାରା ବିଶ୍ୱ କୁ Merry Christmas ର ବାର୍ତ୍ତା

ସାରା ବିଶ୍ୱ କୁ Merry Christmas ର ବାର୍ତ୍ତା

whatsapp image 2025 12 24 at 7.54.49 pm

ପୁରୀ: ୨୪/୧୨/୨୦୨୫ – ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବଡ ଦିନ ଉପଲକ୍ଷେ ପୁରୀ ର ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ବାଲୁକା କଳା ନିର୍ମାଣ କରିଛନ୍ତି | ଏହି ବାଲୁକା କଳା ରେ ସାରା ବିଶ୍ୱ କୁ Merry Christmas ର ବାର୍ତ୍ତା ଦେଇଛନ୍ତି | ଏହି ପାର୍କ ରେ ବଡଦିନ ଉପଲକ୍ଷେ ସେ ତିନୋଟି ମୂର୍ତ୍ତି କରିଛନ୍ତି | ତାଙ୍କ ର ସମସ୍ତ ବାଲୁକା କଳାରେ ସାରା ବିଶ୍ୱ କୁ World Peace ର ବାର୍ତ୍ତା ଦେଇଛନ୍ତି . ଏହି ବାଲୁକା କଳାମାନ କରିବା କୁ ମାନସ ସାହୁ ଙ୍କୁ 5 ଦିନ ସମୟ ଲାଗିଥିଲା | ତାଙ୍କ ଅନୁଷ୍ଠାନ ର ଛାତ୍ରୀ ଇତିଶ୍ରୀ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ ତାଙ୍କୁ ବାଲୁକା କଳା କରିବାରେ ସହଯୋଗ କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply