Home / ମୁଖ୍ୟ ଖବର / ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନ ର ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନ ର ସଚେତନତା ଅଭିଯାନ କାର୍ଯ୍ୟକ୍ରମ

whatsapp image 2026 01 06 at 6.08.17 pm

ପୁରୀ ତା .- ୦୬ .୦ ୧ .୨୦୨୬ ଦିବା ୧୧:୩୦ ଘଟିକା ସମୟରେ ଶ୍ରୀ ଜଗନ୍ନାଥ ବିଶ୍ଵ ବିଦ୍ୟାଳୟ ରେ ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନ ର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା।

image

ଉକ୍ତ କାର୍ଯ୍ୟକ୍ରମ ରେ ପିଲା ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ବିଷୟ ଉପରେ ବାକତୃତା ଓ ରଚନା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ରୁ ସୁହାଗୀ ହେମବ୍ରମ, ପ୍ରୋଗ୍ରାମ ଅଫିସର , ବାଲ୍ୟବତୀ ମହାନ୍ତି, ମୁଖ୍ୟ ସେବିକା, ବିଦ୍ୟାଧର ମଲ୍ଲିକ, ଡ଼ିସି ହବ , ମଧୁସ୍ମିତା ବିଶ୍ବାଳ ଜେଣ୍ଡର ସ୍ପେଶାଲିଷ୍ଟ ସମ୍ବଳ ଓ ଶ୍ରୀ ଜଗନ୍ନାଥ ବିଶ୍ଵ ବିଦ୍ୟାଳୟ ର ଅଧ୍ୟାପକ ଜି . ଭି. ଆର . ଏସ ଦତରୋୟ ମୂର୍ତୀ ଚେୟାରମ୍ଯାନ , ଡ଼. ରାଜଶ୍ରୀ ଦାସ ଆସିଷ୍ଟାଣ୍ଟ ପ୍ରୋଫେସର , ଡ. ପୂର୍ଣଚନ୍ଦ୍ର ପାଢୀ ଏଚ ଓ ଡି ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ୨୨୦ ଜଣ ଛାତ୍ର ଛାତ୍ରୀ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply