Home / ମୁଖ୍ୟ ଖବର / ପୋଙ୍ଗଲ ଓ ମକର ସଂକ୍ରାନ୍ତିର ପବିତ୍ର ଅବସରରେ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ

ପୋଙ୍ଗଲ ଓ ମକର ସଂକ୍ରାନ୍ତିର ପବିତ୍ର ଅବସରରେ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ

whatsapp image 2026 01 13 at 9.11.32 pm

ପୁରୀ : ୧୩/୧/୨୦୨୬ – ପୋଙ୍ଗଲ ଓ ମକର ସଂକ୍ରାନ୍ତିର ପବିତ୍ର ଅବସରରେ, ପ୍ରସିଦ୍ଧ ବାଲୁକା କଳାକାର ମାନସ ସାହୁ ପୁରୀ ଜଗନ୍ନାଥ ଧାମର ପବିତ୍ର ପରିବେଶରେ ଏକ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ ସୃଷ୍ଟି କରିଛନ୍ତି।

image
image

ଭକ୍ତି ଓ କଳାତ୍ମକ ସୌନ୍ଦର୍ୟର ସହିତ ତିଆରି ହୋଇଥିବା ଏହି ବିଶେଷ ଆନିମେସନ ଫସଲ ଉତ୍ସବ, କୃତଜ୍ଞତା ଏବଂ ସାଂସ୍କୃତିକ ଏକତାର ଉତ୍ସବମୟ କୁ ସୁନ୍ଦର ଭାବେ ପ୍ରତିଫଳିତ କରେ। ମାତ୍ର ୨ ରୁ ୩ ମିନିଟ୍‌ ମଧ୍ୟରେ ଏହି କଳାକୃତି ସମ୍ପୂର୍ଣ୍ଣ କରାଯାଇଥିଲା, ଯାହା ମାନସ ସାହୁଙ୍କର ଅସାଧାରଣ ଦ୍ରୁତଗତି, ଦକ୍ଷତା ଓ ବାଲୁକା ଆନିମେସନ କଳାରେ ତାଙ୍କର ପାରଦର୍ଶିତାକୁ ପ୍ରମାଣିତ କରେ।

ଏହି କଳା ମାଧ୍ୟମରେ କଳାକାର ସମଗ୍ର ଦେଶରେ ଏହି ପର୍ବ ର ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତଙ୍କୁ ସମୃଦ୍ଧି, ସୁଖ ଓ ସୌଭାଗ୍ୟର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି|

SPREAD YOUR LOVE WITH YOUR FRIENDS AND FAMILY

Leave a Reply