ତା୨୬. ୧. ୨୬ ଦିନ ପ୍ରଗତି ପ୍ରତିଷ୍ଠାନ ପୁରୀ ଭକ୍ତ ସାଲବେଗ ସମାଧି ପୀଠ ନିକଟରେ ଆମ ଦେଶର ଭବିଷ୍ୟତ ମାନଙ୍କ ପାଇଁ ଜୟ ଭାରତ ମା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଏଥିରେ O TV ର ପୁରୀ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଶ୍ରୀ ମଧୁସୂଦନ ମିଶ୍ର ମହୋଦୟ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କୁ ଭବିଷ୍ୟତ ର ରାହା ଏବଂ କିଭଳି ଶିକ୍ଷା କଲେ ତୁମେମାନେ ଉର୍ନତି କରିପାରିବ ସେ ବିଷୟରେ ଆଲୋକ ପlତ କରିଥିଲେ ପୁରୀ ସହର ସହିତ

ବିରହରେକୃଷ ପୁର ରୁ ମଧ୍ୟ ୮୨ ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରି ସମସ୍ତେ ପୁରସ୍କାର ଓ ମାନପତ୍ର ପାଇଥିଲେ, ସନ୍ଧ୍ୟା ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମସ୍ତ ଙ୍କୁ ମିଷ୍ଟନ ବଣ୍ଟନ କରାଯାଇଥିଲା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସମ୍ପାଦକ ଅମର ମହାପାତ୍ର ଶ୍ରୀ ଦିଲୀପ ପାତ୍ର, ଯୋଗେନ୍ଦ୍ର ମହାପାତ୍ର,ଅଜୟ ମହାପାତ୍ର, ସୁବ୍ରମନ୍ୟୁ ମହାନ୍ତି, ଚିନ୍ମୟୀ ମିଶ୍ର, ଅମ୍ରିତା ମହାପାତ୍ର ପରିଚାଳନା ରେ ସହଯୋଗ କରିଥିଲେ l











