Home / ମୁଖ୍ୟ ଖବର / ସମସ୍ତ ସେବକବନ୍ଧୁଙ୍କ ଉତ୍ତମ ସହଯୋଗ ଓ ସମନ୍ୱୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କୃତଜ୍ଞତା ଜ୍ଞାପନ କରିଛନ୍ତି

ସମସ୍ତ ସେବକବନ୍ଧୁଙ୍କ ଉତ୍ତମ ସହଯୋଗ ଓ ସମନ୍ୱୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କୃତଜ୍ଞତା ଜ୍ଞାପନ କରିଛନ୍ତି

whatsapp image 2026 02 04 at 7.38.22 pm

ପୁରୀ: ସମସ୍ତ ସେବକବନ୍ଧୁଙ୍କ ଉତ୍ତମ ସହଯୋଗ ଓ ସମନ୍ୱୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ମହାମହିମ ରାଷ୍ଟ୍ରପତି ମହୋଦୟା ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦର୍ଶନ କରିଛନ୍ତି। ମହାମହିମ ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ଗଜପତି ମହାରାଜ, ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ବରିଷ୍ଠ ସେବାୟତ, କୌଳିକ ପଣ୍ଡା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ବାଗତ କରିଥିଲେ।

image
image

ସମସ୍ତ ନିଯୋଗର ସେବକବନ୍ଧୁଙ୍କ ସହଯୋଗରେ ନୀତିକାନ୍ତି ସମୟୋଚିତ ଭାବେ ସମାପନ ହୋଇଥିଲା ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଦର୍ଶନ ଅତ୍ୟନ୍ତ ସୁସଂଗଠିତ ଓ ଶୃଂଖଳିତ ଭାବେ ସମ୍ପନ୍ନ ହୋଇଛି।

ସମସ୍ତ ସେବକବନ୍ଧୁଙ୍କ ଉତ୍ତମ ସହଯୋଗ ଓ ସମନ୍ୱୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply