Home / ମୁଖ୍ୟ ଖବର / କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କଲେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ,

କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କଲେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ,

whatsapp image 2026 03 07 at 2.17.33 pm

ପୁରୀ: ୭/୩/୨୦୨୬ -ପୁରୀ,କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗର ମନ୍ତ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଶ୍ରୀଅଙ୍ଗ ଲାଗି ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ସ୍ୱରୂପ କରବଲ୍ଲଵ ପ୍ରଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡିଶାକୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ |ଏଥି ସହିତ ଶ୍ରୀଯୁକ୍ତ ସାହା ଙ୍କ ଉଦେଶ୍ୟ ରେ ଶ୍ରୀମନ୍ଦିର ଶିଖର ରେ ୧୪ ହାତ ହଳଦିଆ ରଙ୍ଗର ବାନା ଲାଗି କରି ମଙ୍ଗଳ କାମନା କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply